ଭୁବନେଶ୍ୱର: ଚଳିତ ଓଡିଶା ମହିଳା ଲିଗ୍ ଫୁଟବଲରେ ଗୁରୁବାର ମୁକାବିଲାରେ ସାଇ-ଏସଟିସି ୨-୧ ଗୋଲରେ ଓଡିଶା ପୋଲିସକୁ ପରାସ୍ତ କରିଛି । ଏହି ମ୍ୟାଚ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ବିଜୟୀ ଦଳ ପକ୍ଷରୁ ୩୬ତମ ମିନିଟରେ ଦୀପା ନାୟକ ଓ ଗୁଡିୟା କୁମାରୀ ୯୦ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଓଡିଶା ପୋଲିସ ପକ୍ଷରୁ ୮୨ତମ ମିନିଟରେ ଜ୍ୟୋତ୍ସ୍ନା ମଲ୍ଲିକ ଏକମାତ୍ର ଗୋଲଟି ଦେଇଥିଲେ । ଦୀପା ନାୟକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଚିତ୍ରମ୍ବଦା ପାତ୍ର, ଦୁର୍ଗାମାଧବ ଆଚାର୍ଯ୍ୟ, ସୁଲତାନ ପରୱିନ, ବିଚିତ୍ରା ପ୍ରଧାନ, ଦୁର୍ଗା ମାଧବ ନାଏକ ଓ ସୁଦୀପ୍ତା ଦାସ ମ୍ୟାଚ ପରିଚାଳନା କରିଥିଲେ ।
ଶନିବାର(୬-୩-୨୧): ପ୍ରଥମ ମ୍ୟାଚ-ଓଜିପି ବନାମ ସାଇ-ଏସଟିସି(କଳିଙ୍ଗ ଷ୍ଟାଡିୟମ) । ଦ୍ୱିତୀୟ ମ୍ୟାଚ ରେଲୱେ -ରାଇଜିଂ ଷ୍ଟୁଡେଂଟ କ୍ଲବ (କ୍ୟାପିଟାଲ ଗ୍ରାଉଣ୍ଡ) ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.