Latest Odisha News

BREAKING NEWS

ଫିଲ୍ମ ‘ସାଇନା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଇନା’ର ଟ୍ରେଲର ଆଜି ରିଲିଜ ହୋଇଛି। ପରିନୀତି ଏହି ଚଳଚ୍ଚିତ୍ରରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସାଇନା ନେହୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଯାହା ଏସି ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍ ଅଟ‌େ।

ମାର୍ଚ୍ଚ ୨୬ ରେ ସାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ଅନୁସରଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସାଇନାଙ୍କ କାହାଣୀ ଭାରତର ଥିବା ସମସ୍ତ ଯୁବତୀମାନଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ହେବ।

Comments are closed.