ମୁମ୍ବାଇ: କରୋନା ଭାଇରସର ପ୍ରଭାବର ସଚେତନତା ଓ ଭୟ ଯୋଗୁ ଅନେକ ଫିଲ୍ମର ଶୁଟିଂ ଘୁଂଚାଇ ଦିଆଯାଇଛି କିମ୍ବା ବାତିଲ କରି ଦିଆଯାଇଛି । ତେବେ କେତେକ ଫିଲ୍ମ ସେମାନଙ୍କ ଶୁଟିଂ ଜାରି ରଖିଛନ୍ତି । ଏହି ଫିଲ୍ମ ମଧ୍ୟରେ ଆଗରେ ରହିଛି ଅମୀର ଖାଁ ଅଭିନୀତ ଲାଲ ସିଂ ଚଡ୍ଡା ଓ ସଲମାନ ଖାଁଙ୍କ ରାଧେ । ନିର୍ଦ୍ଧାରିତ ତାରିଖରେ ଫିଲ୍ମ ରିଲିଜ କରିବା ଉଦେ୍ଧଶ୍ୟରେ ସେମାନେ ଶୁଟିଂ ବାତିଲ କରି ନାହାନ୍ତି ।
ସେହିପରି ବିଦ୍ୟା ବାଲାନଙ୍କ ଚର୍ଚ୍ଚିତ ଫିଲ୍ମ ଶେରନୀ ଏବଂ ଭୂମି ଫାଡେନକରଙ୍କ ଦୁର୍ଗାବତୀ ଫିଲ୍ମର ଶୁଟିଂ ମଧ୍ୟ ବନ୍ଦ ହୋଇ ନାହିଁ । ଜନ ଆବ୍ରାହମଙ୍କ ମୁମ୍ବାଇ ସାଗା ଫିଲ୍ମ ସେଟରେ ଡାକ୍ତରଙ୍କ ଉପସ୍ଥିତିରେ ଏହାର ଶୁଟିଂ ଚାଲିଛି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.