ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ ।
ସଲମାନଙ୍କ ନୂଆ ଗୀତ ‘ପ୍ୟାର୍ କରୋନା’ ରିଲିଜ ହୋଇଛି । ଏହି ଗୀତରେ ଦେଶବାସୀଙ୍କୁ ସଲମାନ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ସଂକଟ ସମୟରେ ସମସ୍ତେ ସ୍ନେହ ପ୍ରେମରେ ବଂଚିବା ପାଇଁ ବାର୍ତ୍ତା ଦେଇଛନ୍ତି ଭାଇଜାନ ।
ଏଥିସହ ଏହି ଗୀତରେ ଦେଶ ଭକ୍ତିର ରଙ୍ଗ ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତରେ ସଲମାନ ଖାନ୍ ନିଜେ ରାପ୍ କରିଛନ୍ତି । ଗୀତଟି ସଲମାନଙ୍କ ନୂଆ ୟୁଟୁ୍ୟବ୍ ଚ୍ୟାନେଲ୍ ‘ବିଂଗ ସଲମାନ ଖାନ୍’ରେ ରିଲିଜ ହୋଇଛି । ଗୀତଟି ରିିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ