Latest Odisha News

BREAKING NEWS

ମୁସ୍‌ଲିମ୍‌ ପରମ୍ପରା ଅନୁସରଣ କରନ୍ତି ୱାଙ୍ଖଡେ!

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପୂର୍ବ ପତ୍ନୀଙ୍କ ବାପା ଦାବି କରିଛନ୍ତି ଯେ ୱାଙ୍ଖଡେ ସମସ୍ତ ମୁସ୍‌ଲିମ୍‌ ପରମ୍ପରାକୁ ଅନୁସରଣ କରନ୍ତି।

“ସେ ଆହୁରି କହିଛନ୍ତି ଯେ ମୋ ଝିଅ ଏକ ମୁସଲମାନ ପରିବାରରେ ବିବାହ କରିଥିଲେ। ଏହା ଆରେଞ୍ଜଡ୍‌ ମ୍ୟାରେଜ ଥିଲା। ମୁସଲମାନ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ନିର୍ବନ୍ଧର ୧୦ ମାସ ପରେ ବିବାହ ହୋଇଥିଲା।”

“ ୱାଙ୍ଖଡେ ନିକାହନାମା ଉପରେ ଦସ୍ତଖତ କରିଥିଲେ ଏବଂ ଏହା ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ଲେଖାଯାଇଥିଲା। ପରିବାରକୁ ମୁସଲମାନ ବୋଲି ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି।

Comments are closed.