Latest Odisha News

BREAKING NEWS

ସମୀର ମହାନ୍ତିଙ୍କୁ ନୂଆ ନିଯୁକ୍ତି ଦେଲା ବିଜେପି

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଯୁକ୍ତି ସମ୍ପର୍କରେ ଦଳ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛି।

ସମୀର ମହାନ୍ତି 2020 ଜାନୁଆରୀରୁ 2023 ମାର୍ଚ୍ଚ ଯାଏ ଓଡ଼ିଶାରେ ବିଜେପି ସଭାପତି ପଦରେ ରହିଥିଲେ। ତାଙ୍କ ପରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏହି ପଦରେ ଅଛନ୍ତି।

Comments are closed.