Latest Odisha News

BREAKING NEWS

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏସ୍୭ ୱାଇ-ଫାଇ ମଡେଲ ରିଲାଏନ୍ସ ଡିଜିଟାଲ ସହବନ୍ଧନରେ ଏବେ ଭାରତରେ ଉପଲବ୍ଧ

ଆକର୍ଷଣୀୟ ଅଫର୍ ସହ ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ
ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅବସରରେ ଭାରତର ସର୍ବ ବୃହତ୍ତ ଇଲୋକ୍ଟ୍ରୋନିକ୍ସ ରିଟେଲର ରିଲାଏନ୍ସ ଡିଜିଟାଲ ପକ୍ଷରୁ ଏହି ସବୁ ମଡେଲ ଆକର୍ଷଣୀୟ ମୂଲ୍ୟରେ ସମସ୍ତ ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ ୱେବସାଇଟ୍ ଏବଂ ମାଇଁ, ଜିଓ ଷ୍ଟୋରଗୁଡିକରେ ଉପଲବ୍ଧ ହୋଇଛି ।

ସ୍ଲିକ୍ ସାମସଙ୍ଗ ଟ୍ୟାବ୍ ଏସ୍ ୭ ୱାଇ ଫାଇ ମଡେଲର ପ୍ରାରମ୍ଭିକ ମୂଲ୍ୟ ୫୫,୯୯୯ ଟଙ୍କା ରହିଛି । ସେହିଭଳି ଅନ୍ୟ ଦୁଇଟି ମଡେଲ ଟ୍ୟାବ୍ ଏସ୍ ସେଭେନ ଏଲଟିଇ ଏବଂ ଟ୍ୟାବ୍ ଏସ୍ ୭ ପ୍ଲସ୍ ଏଲଟିଇ ଯଥା କ୍ରମେ ୬୩,୯୯୯ ଟଙ୍କା ଏବଂ ୭୯,୯୯୯ ଟଙ୍କାରେ ଉପଲବ୍ଧ । ତେବେ ରିଲାଏନ୍ସ ଡିଜିଟାଲରେ ପ୍ରି-ବୁକ କରୁଥିବା ଗ୍ରାହକ ଏଚଡିଏଫସି କାର୍ଡରେ କ୍ରୟ ଉପରେ ୬ ହଜାର ଟଙ୍କାର କ୍ୟାସବ୍ୟାକ୍ ଏବଂ ସାମସଙ୍ଗ କି-ବୋର୍ଡ କଭର ଉପରେ ୧୦ ହଜାର ଟଙ୍କାର ରିହାତି ପାଇପାରିବେ । ଏହି ପ୍ରି ବୁକ୍ ଅଫର୍ ୭ ସେପ୍ଟେମ୍ବର ୨୦୨୦ ଯାଏଁ ଉପଲବ୍ଧ ରହିଛି ।

Leave A Reply

Your email address will not be published.