Latest Odisha News

BREAKING NEWS

Browsing Tag

Reliance

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩…

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ

ମୁମ୍ବାଇ : ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ହାସଲ କରିଛି ରେକର୍ଡ ଲାଭ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ତିନି ମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି । କମ୍ପାନୀ ଏପର୍ଯ୍ୟନ୍ତ ସର୍ବାଧିକ…

ଜିଓ ପ୍ଲାଟଫର୍ମସ୍ ଲିମିଟେଡର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫%କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫%କୁ ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ…

ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ସହ ଯୋଡି ହୋଇଛନ୍ତି ଓଡ଼ିଶାର ୧.୯ ଲକ୍ଷ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ…

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା…

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏସ୍୭ ୱାଇ-ଫାଇ ମଡେଲ ରିଲାଏନ୍ସ ଡିଜିଟାଲ ସହବନ୍ଧନରେ ଏବେ ଭାରତରେ ଉପଲବ୍ଧ

ଆକର୍ଷଣୀୟ ଅଫର୍ ସହ ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅବସରରେ ଭାରତର ସର୍ବ ବୃହତ୍ତ…

ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ ଏବଂ ଲଜିଷ୍ଟିକ୍‌ସ ସହ ୱେୟାରହାଉସିଂ ବ୍ୟବସାୟକୁ ଅଧିଗ୍ରହଣ କରିବ ରିଲାଏନ୍ସ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ (ହୋଲ୍‌ସେଲ୍‌) ବ୍ୟବସାୟ ଏବଂ ଲଜିଷ୍ଟିକ୍‌ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍‌ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ…

ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ…