Latest Odisha News

BREAKING NEWS

ବାଲୁକାକଳାରେ ଟିକାକରଣ ସଚେତନତାର ବାର୍ତ୍ତା

ପୁରୀ: କରୋନା ଟିକାକରଣ ନେଇ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳାରେ ଟିକାକରଣ ନେଇ ସଚେତନତାର ବାର୍ତ୍ତା ଦେିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବିଶାଳ ବାଲୁକା କଳାରେ ବୃହତ ଟିକାକରଣ ଅଭିଯାନରେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହାସହ ଆମେ ଏକାଠି ମହାମାରୀ ବିରୋଧୀ ଲଢ଼େଇରେ ବିଜୟୀ ହେବା ବୋଲି ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.