ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁ ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି | ପି. ଭି. ସିନ୍ଧୁ ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତକୁ ୨ଥର ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ ଏବଂ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେବାପାଇଁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି | ଏଥିରେ ସେ “Congrats to P.V. Sindhu” ର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା |
BREAKING NEWS
- ଲିମିଟରେ ରୁହ ବହୁତ କହୁଛ; ପତ୍ନୀଙ୍କ ବୟାନକୁ ନେଇ ବର୍ଷିଲେ ଗୋବିନ୍ଦା
- ରୋହିତ, ଅଗରକରଙ୍କ ମଧ୍ୟରେ କାହାର ହେବ ଛୁଟି
- UP bans analogue dairy products:’ଆନାଲଗ୍’ଦୁଗ୍ଧଜାତ ଉତ୍ପାଦ ଉପରେ କାର୍ଯ୍ୟାନୁଷ୍ଠାନ; ପନିର, ଘିଅ ଓ ଖୋଆ ଉପରେ କଟକଣା
- ତୁମେ ମାନେ ଭବିଷ୍ୟତ; Gen Z ଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
- ଆଗ୍ରିଷ୍ଟାକକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟମନ୍ତ୍ରୀ: ପି-ପାସ୍ ଜରିଆରେ ହିଁ ସରକାର କିଣିବେ ଚାଷୀଙ୍କ ଧାନ
- ଉତ୍ତର ଓଡ଼ିଶାରେ ଘନୀଭୂତ ହେଉଛି ବନ୍ୟା ସ୍ଥିତି: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି, ଅନେକ ଗାଁରେ ପଶିଲା ପାଣି
- ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ
- ରେଳବାଇ ସୁରକ୍ଷା ପାଇଁ ନୂଆ ପଦକ୍ଷେପ; ଆରପିଏଫ୍ ଡଗ୍ ସ୍କ୍ୱାଡ୍ ଦେହରେ ଲାଗିଲା ବଡି କ୍ୟାମେରା
- ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି; ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି
- ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା

Comments are closed.