ପୁରୀ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି। ଆରାଧ୍ୟ ଦେବୀ ମା ସମଲେଇଙ୍କ ପ୍ରତିକୃତି ମଧ୍ୟ ଏହି ଆନିମେସନ ସ୍ଥାନ ପାଇଛି । ଏହି ସ୍ୟ।।ଣ୍ଡ ଆର୍ଟଟି ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ। ବିଭିନ୍ନ ମହଲରୁ ସୁଦାମଙ୍କୁ ଶୁଭେଚ୍ଛା ମିଳିଛି।
BREAKING NEWS
- ସୁପୋଷିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ: ଗ୍ରାଜୁଏସନ୍ ସରିଲେ ଝିଅମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା
- ଖୁଚୁରା ମୂଲ୍ୟ ଅପେକ୍ଷା MRP ୧୬% ଅଧିକ, ସୁପ୍ରିମକୋର୍ଟ ପଚାରିଲେ ଔଷଧ ଦରରେ ତାରତମ୍ୟ କାହିଁକି?
- ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ: ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର କରି ଜୁନିୟରଙ୍କୁ ହଇରାଣ କଲେ ସିନିୟର ଛାତ୍ର
- ଓଡ଼ିଶାରେ ସ୍କୁଲ ବହି ଛପା ଦୁର୍ନୀତି: ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କଲେ ପିଏମ୍ଓ
- ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍
- ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ
- ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ

Comments are closed.