Latest Odisha News

BREAKING NEWS

ବାଲୁକାକଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ସବୁଠି ଉତ୍ସାହ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରି ସେଥିରେ ହୀନ୍ଦିରେ ମେରା ଭାରତ୍ ମହାନ ଓ ଇଂରାଜିରେ ହାପି ରିପବ୍ଲିକ୍ ଡେ ଲେଖିଛନ୍ତି । ମଝିରେ ଏକ ଅଶୋକ ଚକ୍ର କରି ସେଥିରେ ୭୫ ଲେଖାହୋଇଛି । ଦୁଇ ପାର୍ଶ୍ଵରେ ତ୍ରୀରଙ୍ଗା ରହିଥିବା ବେଳେ ବାଲୁକାକଳାଟି ଖୁବ୍ ମନୋମୁଗ୍ଧକର ହୋଇଛି । ଏହି ବାଲୁକାକଳାଟିକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.