ଭୁବନେଶ୍ୱର: କରୋନା କଟକଣା ଭିତରେ ପୁରୀରେ ରଥଯାତ୍ରା ହୋଇଛି । ତେବେ ଅନ୍ୟ ସବୁ ସ୍ଥାନରେ କଟକଣା ଜାରି ରହିଛି । ପୁରୀକୁ ଛାଡିଦେଲେ ଆଉ କେଉଁ ସ୍ଥାନରେ ମଧ୍ୟ ରଥ ଗଡିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏହି କଟକଣା ଭିତରେ ଭୁବନେଶ୍ୱର ବାଣୀବିହାରରେ ତିଆରି ହୋଇଛି ଏକ ନିଆରା ରଥ । ଏଠାରେ ବାଲିରେ ରଥ ତିଆରି କରାଯାଇଛି ।
ବାଲି ଓ ରଙ୍ଗ ବେରଙ୍ଗର ମୁରୁଜରେ ଅତି ସୁନ୍ଦର ଭାବେ ରଥ ତିଆରି କରାଯାଇଛି । ଏହି ବାଲି ରଥରେ ବସିଛନ୍ତି ତିନି ଠାକୁର । ବଣୀବିହାର କ୍ୟାମ୍ପସ ଭିତରେ ଥିବା ଜଗନ୍ନାଥ ମନ୍ଦିରରେ ଅତି ସୁନ୍ଦର ଭାବେ ବାଲିରେ ରଥ ତିଆରି କରି ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଛି । ସେଠାରେ ସମସ୍ତ ନୀତିକାନ୍ତିର ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା କରାଯାଇଛି ।
BREAKING NEWS
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
Comments are closed.