Latest Odisha News

BREAKING NEWS

ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ

ଭଦ୍ରକ : ଗତ ପାଞ୍ଚ ବର୍ଷ ଧରି ନିୟମିତ ଭାବରେ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି ।

ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ବିଭାଗ ସହ ଶୁଭପଲ୍ଲବ ଇ-ପତ୍ରିକାର ସବୁ ସଂସ୍କରଣ ପାଠକମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହେବା ସହ ନୂଆ ଲେଖକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ନିର୍ଭୁଲ ସମ୍ପାଦନା ଓ ଆକର୍ଷଣୀୟ ପ୍ରଚ୍ଛଦ ସହ ଏହି ପତ୍ରିକା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

Leave A Reply

Your email address will not be published.