ବୁଗୁଡା: ବିଶୋଧନ ହେଲା ବୁଗୁଡା ବିଜ୍ଞାପିତ ଅଚଂଳ ପରିଷଦ । କରୋନା ମୁକାବିଲା ପାଇଁ ପୁରା ବୁଗୁଡା ଅଂଚଳକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍ଏଏସିର ଏକ ଟିମ୍ ପୁରା ଅଂଚଳରେ ରାସାୟନିକ ପାଣି ସ୍ପ୍ରେ କରିଛି ।
ରାସ୍ତା ଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ସାନିଟାଇଜ କରାଯାଇଛି । ଏହି ସାନିଟାଇଜ କାମ ଶୁକ୍ରବାର ଆରମ୍ଭ ହୋଇଥିବା ନେଇ ଏନଏସି ଇଓ ରଶ୍ମିରଞ୍ଜନ ଦାଶ କହିଛନ୍ତି ।
BREAKING NEWS
- ବେଜ୍ଜିତ ପରେ ପାକିସ୍ତାନର ୟୁ-ଟର୍ଣ୍ଣ : ସାଉଦିକୁ ସୁରକ୍ଷା ଯୋଗାଇବ ପାକିସ୍ତାନ
- ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ ଆଇଜି
- ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନର ଆକ୍ରମଣ
- କାହିଁକି TMC ନାମ ଓ ଚିହ୍ନ ଫ୍ରିଜ୍ କଲେ ନିର୍ବାଚନ କମିଶନ…
- ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା
- ଅଭିଷେକଙ୍କ ରେକର୍ଡ: ୧୨୭ ରନ୍ରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍ ସ୍ୱିପ୍
- PM ମୋଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’
- ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର
- ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି
- ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ

Comments are closed.