Latest Odisha News

BREAKING NEWS

ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର କୋଭିଡ ପଜିଟିଭ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସାରା କହିଛନ୍ତି ତାଙ୍କର, ପରିବାର ସଦସ୍ୟ ଓ ଷ୍ଟାଫମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଏନେଇ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସାରା ।

ସାରା କହିଛନ୍ତି ଡ୍ରାଇଭର ସମ୍ପର୍କରେ ସେମାନେ ବିଏମସିକୁ ସୂଚନା ଦେଇଥିଲେ । ଏହାପରେ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଇଛି । ସହଯୋଗ ପାଇଁ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି ସାରା ଅଲ୍ଲୀ ଖାନ୍ ।

 

View this post on Instagram

 

??????

A post shared by Sara Ali Khan (@saraalikhan95) on

ସାରା କହିଛନ୍ତି କରୋନାଠାରୁ ଦୂରେଇ ରହିବା ପାଇଁ ସେ ଓ ପରିବାରର ସମସ୍ତେ ପ୍ରତିଷେଧକମୂଳକ ବ୍ୟବସ୍ଥାଗ୍ରହଣ କରିଛନ୍ତି । ସମସ୍ତେ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ସାରା ଅଲ୍ଲୀ ଖାନ୍ ।

Leave A Reply

Your email address will not be published.