Latest Odisha News

BREAKING NEWS

ଜୀବନ୍ତ ଅଭିନୟ ପାଇଁ ସର୍ଦ୍ଦାର ଉଦ୍ଦମ ସିଂରେ ୨ଟି ଲୁକ୍‌ରେ ନଜର ଆସିବେ ଭିକ୍କି

ମୁମ୍ବାଇ: ଭିକ୍କି କୌଶଲ ତାଙ୍କ ଆଗାମୀ ଫିଲ୍ମ ସର୍ଦ୍ଦାର ଉଦ୍ଦମ ସିଂ ସଫଳତା ନେଇ ବେଶ ଉତ୍ସାହିତ ଅଛନ୍ତି । ଅକ୍ଟୋବରରେ ଏହି ଫିଲ୍ମ ଓଟିଟିରେ ରିଲିଜ ହେବ । ଜାଲିୟାଁବାଲା ବାଗ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଜେନେରାଲ ଡାୟରଙ୍କୁ ଲଣ୍ଡନ ଯାଇ ଉଦ୍ଦମ ମାରିଥିଲେ । ଫିଲ୍ମରେ ଉଦ୍ଦମଙ୍କ ଅଭିନୟ କରୁଥିବା ଭିକ୍କି ଏଥିରେ ୨ଟି ଲୁକରେ ନଜର ଆସିବେ ।

ପ୍ରଥମ ଲୁକ ପାଇଁ ଓଜନ କମାଇଥିବା ବେଳେ ଦ୍ୱିତୀୟ ନିମନ୍ତେ ଏହାକୁ ବଢ଼ାଇଥିଲେ । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଅଳ୍ପ ଦିନ ମଧ୍ୟରେ ୧୫ରୁ ୧୬ କିଗ୍ରା ଓଜନ ବଢ଼ାଇବା ଏତେଟା ସହଜ ନ ଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.