Latest Odisha News

BREAKING NEWS

୩ ବର୍ଷ ଯାଏ ସାଉଦି ଯାଇପାରିବେନି ଭାରତୀୟ ପର୍ଯ୍ୟଟକ!

ଲଣ୍ଡନ: ବିଶ୍ବବ୍ୟାପୀ ସଂକ୍ରମଣ ବୃଢିବାରେ ଲାଗିଛି। ଏହା ଭିତରେ କରୋନା ରେଡ୍‌ ଲିଷ୍ଟରେ ଥିବା ଦେଶମାନନଙ୍କ ଭ୍ରମଣ ଉପରେ କଡା ପ୍ରତିବନ୍ଧକ ଲଗାଇବ ସାଉଦିଆରବ। ଯେଉଁଦେଶମାନେ କରୋନା ସଂକ୍ରମଣର ଶୀର୍ଷରେ ରହିଛନ୍ତି ସେମାନଙ୍କୁ ତିନି ବର୍ଷ ଯାଏ ସାଉଦିଆରବ ମନା। ତିନି ବର୍ଷ ଯାଏ ସାଉଦିଆରବ ଯାତ୍ରା କରିପାରିବେନି ଏହି ଦେଶର ଲୋକେ।

ସାଉଦି ଆରବ ଆଫଗାନିସ୍ତାନ, ଆର୍ଜେଣ୍ଟିନା, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଲେବାନନ୍, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଭିଏତନାମ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶରେ ଯାତ୍ରା କିମ୍ବା ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଇବା ଚେତାବନୀ ଦେଇଛି।

Leave A Reply

Your email address will not be published.