Latest Odisha News

BREAKING NEWS

ସନ୍ଧ୍ୟା ପରେ ଏହି ଦୁର୍ଗକୁ ଯିବା ମନା

ଅଲବର: ରାଜସ୍ଥାନର ଅଲୱରରେ ରହିଛି ରହସ୍ୟରେ ଭରପୂର ଭାନଗଡ ଦୁର୍ଗ । ଭୂତ, ପ୍ରେତ ଏବଂ ଆତ୍ମାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଏଠାରେ ଶୁଣିବାକୁ ମିଳିଥାଏ । ସୁନ୍ଦର ବାସ୍ତୁକଳାରେ ନିର୍ମିତ ଏହି ଦୁର୍ଗରେ େ ସମୟରେ ମନ୍ଦିରଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯନ୍ତ ଥିଲା । ଏହା ଭାଙ୍ଗି ଯାଇଥିଲେ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ପଛାଇ ନ ଥାଏ ।

ଭୟ ଏବଂ ରୋମାଂଚରେ ଏହି କଳାକୃତି ଦେଖିବା ପାଇଁ ସେମାନେ ଆସିଥାଏ । ତେବେ ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକମାନଙ୍କୁ ସେହି ସ୍ଥାନ ଛାଡି ଯିବା ପାଇଁ ପରାମର୍ଶ ଦିଆ ଯାଇଥାଏ । ଯିଏ ବି ଏଠାରେ ରାତିରେ ଲୁଚି କରି ରହିଛି ସେ ମୃତ୍ୟୁବରଣ କରିଛି । କାରଣ ରାତିରେ ଭୟଙ୍କର ଶବ୍ଦ ଏବଂ ଘଟଣା ଏଠାରେ ଘଟିଥାଏ ।

Leave A Reply

Your email address will not be published.