କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ରହିଛି । ଏନେଇ କଲେଜ କର୍ତ୍ତୃପକ୍ଷ ଏକ ନୋଟିସ୍ ଜାରି କରିଛନ୍ତି । କଟକରୁ ଆଜି 51 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ କଟକରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଛି ।
BREAKING NEWS
- ଘରୋଇକରଣ ନୁହେଁ: ନିଜ ଲାଭକୁ ସମ୍ପ୍ରସାରଣରେ ବିନିଯୋଗ କରିବ ନାଲକୋ, ଆରମ୍ଭ ହେବ ନୂତନ ‘ଗ୍ରୀନ୍ ଏନର୍ଜି’
- କାଜିରଙ୍ଗା ଜାତୀୟ ରାଜପଥ ନିକଟରେ ବସ୍-ଟ୍ରକ୍ ମହାଁମୁହିଁ ଧକ୍କା, ୨୦ଜଣଙ୍କ ମୃତ୍ୟୁ ସନ୍ଦେହ
- Explosion inside hotel on Puri Grand Road: ହୋଟେଲରେ ବିସ୍ଫୋରଣ…କାଚ ଭାଙ୍ଗି ବଡ଼ଦାଣ୍ଡରେ ପଡିଲା;୪ ଆହତ
- ୨୪୪ ରନର ଶୋଚନୀୟ ପରାଜୟ ପରେ କୋହଲି, ରୋହିତ ଓ ଆୟରଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର
- ଓଡିଆ ସିନେମାର ନୂଆ ଯୁଗ, ବାବୁଶାନଙ୍କ ‘ନବରୂପ’କୁ ବିଶ୍ୱ ଦରବାରରେ ପହଂଚାଇବ ଧର୍ମା ପ୍ରଡକ୍ସନ
- ନବନିର୍ବାଚିତ ବିଧାୟକଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ବର୍ଜନ କରିବ କଂଗ୍ରେସ
- ସୁନା ତାସ୍ ପାଇଁ ଜୀବନ ଗଲା: ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟା ମାମଲା, ବ୍ରହ୍ମଗିରିରୁ ଚୋରି ସାମଗ୍ରୀ ଜବତ, ମହିଳା ଗିରଫ
- ରସଗୋଲା ଭାବି ଖାଇଦେଲେ ଦେଶୀ ବୋମା: ଚୋବାଇବା ମାତ୍ରେ ଭୟଙ୍କର ବିସ୍ଫୋରଣ, ଯୁବକ ମୃତ
- ଭଡ଼ା ଘରୁ ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ
Comments are closed.