କଟକ: କଟକ ବଡ ମେଡିକାଲ ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯୋବ୍ରା ଅଂଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଚୂନଭାଟି ଅଂଚଳରୁ ରାଣୀହାଟ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତା କଡରେ ଭଙ୍ଗା ଯାଉଛି । କେନାଲର ଉଭୟ ପଟ ରାସ୍ତା କଡ ଦୋକାନ, ବ୍ଳକ, ମନ୍ଦିର, ଅସ୍ଥାୟୀ ଘର ଓ କ୍ୟାବିନ ଉଚ୍ଛେଦ କରୁଛି ପ୍ରଶାସନ । ସିଏମସି ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଭଙ୍ଗା କାର୍ଯ୍ୟ ଜାରି ରହିଛି ।
BREAKING NEWS
- ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ! ଇସଲାମାବାଦରେ ହେବ ବୈଠକ
- ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଦୁବାଇରେ ଗିରଫ
- ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
- ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଲାଗିଲା ୫ ଦିନିଆ ବ୍ରେକ୍, ୨ ଦେଶରେ ଭିତରେ ଚାଲିଛି ଡିଲ୍
- ଉପସାଗରୀୟ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଜୟଶଙ୍କର
- କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ
- ଶପଥ ନେଲେ ବିଜେବି ଫ୍ରେଣ୍ଡସ୍’ର ନବନିର୍ବାଚିତ ପଦାଧିକାରୀ
- ୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ
- ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ହୋଇନାହିଁ: ଇରାନ
Comments are closed.