Latest Odisha News

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ଆଜିଠାରୁ ପୁଣି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ୟେସ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ବିରୋଧୀ ଘେରିବା ନେଇ ଜଣାପଡିଛି । ସେହିଭଳି ଚିଟଫଣ୍ଡ ଓ ଧାନକିଣା ପ୍ରସଙ୍ଗରେ ମଧ୍ୟ ବିଧାନସଭା ଅଧିବେଶନ କମ୍ପିପାରେ ।

ତେବେ ୟେସ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ପୂର୍ବରୁ ବିଜେପି ଅଭିଯୋଗ କରିଆସିଛି । କେବଳ ସୁଧ ଲୋଭରେ ସରକାର ୟେସ ବ୍ୟାଙ୍କରେ ଟଙ୍କା ରଖିଛନ୍ତି । ଜଗନ୍ନାଥଙ୍କ ଟଙ୍କା କାହିଁକି ୟେସ ବ୍ୟାଙ୍କରେ ରଖାଯାଇଛି ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି ।

Leave A Reply

Your email address will not be published.