ଢେଙ୍କାନାଳ : ରାଜ୍ୟରେ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ପ୍ରଶାସନ । ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ବ୍ୟାପିବା ଭୟ ଥିବାରୁ ପ୍ରଶାସନ ଏପରି ନିଷ୍ପତି ନେଇଛି । ଅନ୍ୟପଟେ ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।
BREAKING NEWS
- Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ କାହାଣୀ…ପଞ୍ଚମ ଶ୍ରେଣୀ ବହିରେ ଯୋଡି ହେଲା ଅଧ୍ୟାୟ
- ଶୁଭଶ୍ରୀ ମହାରଣାଙ୍କୁ ମିଳିଲା ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
Comments are closed.