ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିଲେ ସେ । ସେ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ସାମ୍ୱାଦିକ ଥିଲେ । ଅନେକ ଖବରକାଗଜରେ ସେ କାମ କରିଥିଲେ । ମୃତ୍ୟୁ ପୂର୍ବରୁ କେତେକ ଖବରକାଗଜ ପାଇଁ ମୁକ୍ତ ସାମ୍ୱାଦିକତା କରୁଥିଲେ ଓ ସ୍ତମ୍ବ ଲେଖୁଥିଲେ ।
BREAKING NEWS
- Iran US Isreal War: ଟ୍ରମ୍ପଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଯୁଦ୍ଧ, ପ୍ରଶ୍ନରେ ଆମେରିକାର ‘ଏୟାର ଡୋମିନାନ୍ସ’ ଦାବି…
- SC On Women Violence: ବଦଳିଲାନି ସମାଜର ମାନସିକତା…ମହିଳା ବିରୋଧୀ ହିଂସାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ
- ରାଜ୍ୟରେ ଗରମ ଗୁଳୁଗୁଳି ସହ ଝଡବର୍ଷା: ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉମରୋକଟ ବ୍ୟବସାୟୀଙ୍କ ଘରେ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ
- ୧୬ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର
- ଉଚ୍ଚଶିକ୍ଷାରେ ବଢ଼ିଲା ସଂରକ୍ଷଣ: SC, ST ଓ ପଛୁଆବର୍ଗଙ୍କୁ ମିଳିଲା ଅଧିକ ସିଟ୍
- ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଜାଣନ୍ତୁ କେଉଁମାନେ ହେବେ ଉପକୃତ
- ଭୂକମ୍ପରେ ଥରିଲା କୋରାପୁଟ ଓ ମାଲକାନଗିରି ଜିଲ୍ଲା, ଭୟଭୀତ ଲୋକେ
- Trump says Iran has 48 hours:”ସମୟ ସୀମା ଶେଷ ହେବାକୁ ଯାଉଛି, ୪୮ ଘଣ୍ଟା ପରେ ବିନାଶ ଆରମ୍ଭ ହେବ…”, ଟ୍ରମ୍ପଙ୍କ ଇରାନକୁ ଧମକ
- ୩୧ କିଲୋ ଗଞ୍ଜେଇ ସହ ୪ ନିଶା ବେପାରୀ ଗିରଫ
Comments are closed.