କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ ବାସଭବନରେ ବିଳମ୍ୱିତ ରାତିରେ ହୃଦଘାତରୁ ତାଙ୍କ ଦେହାନ୍ତ ହୋଇଥିଲା ।
BREAKING NEWS
- ବଦଳିଗଲା କି ଜ୍ୟୋତି ମାଲହୋତ୍ରା ଥିଓରୀ? ଆସିଲା ହିସାର ପୋଲିସର ୨ଟି ବଡ଼ ବୟାନ
- ମାଇଁକୁ ଗୁଳିକଲା ଭଣଜା, କାରଣ ଅସ୍ପଷ୍ଟ
- ଗୁଳୁଗୁଳି ଭିତରେ ଏସି କିଣିବାକୁ ଯୋଜନା କରୁଛନ୍ତି..ଧ୍ୟାନରେ ରଖନ୍ତୁ ଏହି କଥା
- ଆଜି ଅବପାତ ରୂପ ନେବ ଲଘୁଚାପ, ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାକୁ ତାତି ପାଇଁ ଓ୍ବାର୍ଣ୍ଣିଂ
- ଘିମିରି ସମସ୍ୟାରୁ ମୁକ୍ତି ଦେବ ଏହି ପତ୍ର…
- ଓଡିଶାକୁ ଫେରିଲା କୋରୋନା; ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
- ଦିଲ୍ଲୀରେ ନକଲି ବର୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଜାଣିଲେ ତାଜୁବ ହୋଇଯିବେ
- ଶ୍ରୀ ଭାଗବତ ସାର ୪୪: ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନାଙ୍କ ମଧ୍ୟରେ ସଂଗଠିତ ସମବ୍ୟବହାର ଲୀଳା ହିଁ ନିତ୍ୟରାସର ଆଙ୍ଗିକ ସ୍ୱରୂପ
- ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶାରେ ବ୍ୟାଙ୍କ ଋଣ କିପରି ପାଇବେ? ଜାଣନ୍ତୁ ଆବେଦନ ପ୍ରକ୍ରିୟା
- ଆର୍ଟସ୍ ପଢ଼ିଲେ ମିଳିବ ବଡ଼ ଚାକିରି ! ଜାଣନ୍ତୁ କେମିତି
Comments are closed.