ନୂଆଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ସମୟରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିନୋଦଙ୍କର ମୃତ୍ୟୁ ହୋଇଥିବା ଖବର ଝିଅ ଅଭିନେତ୍ରୀ ମଲ୍ଲୀକା ଦୁଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ଲୋଧି ଶ୍ମସାନରେ କରାଯିବ ବୋଲି ଜଣାପଡିଛି।
BREAKING NEWS
- 150 kg ammonium nitrate seized: ନୂଆବର୍ଷ ପାର୍ଟି ପୂର୍ବରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ
- NMMS Exam: ଫେବୃଆରୀ ୧ରେ ହେବ ଏନଏମଏମଏସ ପରୀକ୍ଷା
- ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ସମ୍ପନ୍ନ ହେଲା ପ୍ରଥମ ଲିଭର ପ୍ରତିରୋପଣ
- ବିଜୟ ହଜାରେ ଟ୍ରଫି: ବିପ୍ଲବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ଦିଲ୍ଲୀକୁ ହରାଇଲା ଓଡିଶା
- ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ ହେଲା ଘେଁସ କଲେଜ
- Silent Warriors On Kartavya Path: ସିଆଚେନରୁ କାର୍ତ୍ତବ୍ୟ ପଥ; ‘ମୂକ ଯୋଦ୍ଧା’ ଗଣତନ୍ତ୍ର ଦିବସରେ କରିବେ ଅଂଶଗ୍ରହଣ
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ୩୫୦ ନୃତ୍ୟଶିଳ୍ପୀ ସହ ବିଦେଶରୁ ଭାଗନେଇଥିଲେ ୧୫ ନୃତ୍ୟଶିଳ୍ପୀ
- Sand Art: ବାଲୁକା କଳାରେ ବିଶ୍ୱକୁ ନବବର୍ଷର ଶୁଭେଚ୍ଛା ଓ ଶାନ୍ତିର ବାର୍ତ୍ତା…
- ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି
- ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ
Comments are closed.