Latest Odisha News

ସେପ୍ଟେମ୍ବର ସୁଦ୍ଧା ଦ୍ୱିତୀୟ କରୋନା ଟିକା ଆଣିପାରେ ସେରମ୍‌

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଶନିବାର କହିଛନ୍ତି ଯେ ତାଙ୍କ କମ୍ପାନୀ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କୋଭିଡ-୧୯ ବିପକ୍ଷରେ ଦ୍ୱିତୀୟ ଟିକା ଆରମ୍ଭ କରିବାକୁ ଆଶା ରଖିଛି।

ସେରମ୍ ଏବଂ USvaccine ବିକାଶ କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଏହି ଦ୍ୱିତୀୟ ଟିକା କୋଭୋଭ୍ୟାକ୍ସର ପରୀକ୍ଷା ଭାରତରେ ଆରମ୍ଭ ହୋଇଛି। ଏହାସହିତ କୋଭୋଭାକ୍ସର ସାମଗ୍ରିକ ପ୍ରଭାବ ୮୯ ପ୍ରତିଶତ ରହିଛି ବୋଲି ପୁନାୱାଲା ଟ୍ୱିଟ କରିଛନ୍ତି।

Comments are closed.