ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି କାରଣକୁ କେନ୍ଦ୍ର କରି ହରେକୃଷ୍ଣ ଓ ବୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପିଟାପିଟି ହୋଇଥିଲେ । ଏନେଇ ସିଂହଦ୍ୱାରା ଥାନାରେ ଏତଲା ପରେ ତଦନ୍ତ କରୁଛି ପୋଲିସ ।
BREAKING NEWS
- ଆମ ପୂର୍ବରୁ କେମିତି ଜାଣିଲେ; ପ୍ରେଗନାନ୍ସି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ ସରଗୁନ୍…
- Puri Jagannath Temple: କାଳିଆ ହୁଣ୍ଡିରୁ ମିଳିଲା ୫୮ କେଜି ସୁନା; ୨୦୨୫ରେ ଏତିକି ଟଙ୍କା ସଂଗ୍ରହ…
- କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…
- ୨୦୨୪ ଜୁନରୁ ଏବେ ଯାଏଁ ଶ୍ରୀମନ୍ଦିର ଉପରେ ଉଡ଼ିଛି ୧୦ ଥର ଡ୍ରୋନ୍
- ମୋଦି ଆମକୁ ଲୁଟୁଥିଲେ; ଟାରିଫ ବିବାଦ ମଧ୍ୟରେ ଏଭଳି କହିଲେ ଟ୍ରମ୍ପ…
- ସାଢ଼େ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
- Liquor in Tetra Packs: ଏବେ କାଚ ନୁହେଁ ଟେଟ୍ରା ପ୍ୟାକ୍ରେ ମିଳିବ ମଦ
- ୧୪ ବର୍ଷ ପରେ ସିରିଆରେ ପୁଣି ଖୋଲିବ ଆମେରିକୀୟ ଦୂତାବାସ! ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ..
- CRPF bulletproof vehicle falls: କେନାଲରେ ଖସି ପଡ଼ିଲା CRPF ଯବାନଙ୍କ ବୁଲେଟପ୍ରୁଫ୍ ଗାଡ଼ି, ୭ ଯବାନ ଆହତ
- Let ଟାର୍ଗେଟରେ ଲାଲକିଲ୍ଲା; ଆଲର୍ଟରେ ସୁରକ୍ଷା ଏଜେନ୍ସି…
Comments are closed.