ଯାଜପୁର : ପାଣିକୋଇଲି NH-୧୬ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ଘଟଣାର ହେଲା ପର୍ଦ୍ଦାଫାସ। କିନ୍ନରଙ୍କୁ ଅସଦାଚରଣ ଯୋଗୁଁ ସଂଘବଦ୍ଧ ହତ୍ୟା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ ପି । ହତ୍ୟାରେ ସଂପୃକ୍ତ ୨ କିନ୍ନର ଓ ଜଣେ ନାବାଳକ ସମେତ ୭ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଗତ ୩ ତାରିଖ ଦିନ ସକାଳୁ ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଜହ୍ନା ଗାଁର ବିଜୟ ସାହୁ ଓ ସେହି ଗାଁ ର ମାନସ ଦାସଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ।
BREAKING NEWS
- ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…
- ପୁରୀରେ ବୁଲିଲା ଖଣ୍ଡା, ୨ ଆହତ
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ
- ମୋଦିଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହୁଁନି: ଟ୍ରମ୍ପ
- ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
- ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ
- ପୁଣି ନଜରକୁ ଆସିଲା ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ, ଯୁବକ ଅଟକ
- ଜେଲରେ ଖରାପ ହେଲା ଇମ୍ରାନଙ୍କ ଆଖି
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ
- କଟକରେ ଲେଜର୍ ଲାଇଟ୍ ବ୍ୟାନ୍
Comments are closed.