କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍ର ଅଜଗର ସାପ ଉଦ୍ଧାର କରାଯାଇଛି । ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡ ପାଖରେ କିଛି ଶବ୍ଦ ହେଉଥିବା ଶୁଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଉଠିପଡ଼ି ଲାଇଟ୍ ଲଗାଇଥିଲେ । ସେ ଶୋଇଥିବା ଶେଯ ପାଖରେ ଏକ ଅଜଗର ସାପ ଦେଖି ଡ଼ରି ଯାଇଥିଲେ । ପରେ ଘରେ ସାପ ପଶିଥିବା ନେଇ ତାଙ୍କ ପୁତୁରା ଚନ୍ଦ୍ରଙ୍କୁ ଜଣାଇଥିଲେ । ଚନ୍ଦ୍ର ତୁରନ୍ତ ଆସି ଶୋଇବା ଘରୁ ଅଜଗର ସାପକୁ ଉଦ୍ଧାର କରିଥିଲେ । ଆଜି ସକାଳେ ଉଦ୍ଧାର କରିଥିବା ସାପକୁ ବୈପାରିଗୁଡା ବନ କର୍ମଚାରୀକୁ ହସ୍ତାନ୍ତର କରିଥିଲେ । ବୈପାରିଗୁଡା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅଜଗର ସାପଟିକୁ କୋଟା ଛକ ନିକଟସ୍ଥ ମଧୁବନରେ ଛଡ଼ାଯାଇଛି ।
BREAKING NEWS
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
- Budget 2026: ବଜେଟ୍ ଉପସ୍ଥାପନା ପୂର୍ବରୁ କାହିଁକି ପ୍ରସ୍ତୁତ ହୁଏ ହାଲୱା, କ’ଣ ରହିଛି ଏହା ପଛର ବିଶେଷ କାହାଣୀ?
- Union Budget 2026: ଚାଷୀ, ମହିଳା ଏବଂ ଯୁବକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବାର ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
- Budget 2026 Speech: ସଂସଦରେ ଆଗତ ହେଲା ବଜେଟ ୨୦୨୬-୨୭, ଲଗାତାର ୯ମ ଥର ପାଇଁ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- Budget 2026: କାହିଁକି ଚର୍ଚ୍ଚାରେ ନିର୍ମଳାଙ୍କ Part-B ପେଡ଼ି? ବଦଳେଇ ଦେବ ଭାରତର ଭବିଷ୍ୟତ! ଭାଙ୍ଗିଯିବ ୭୫ ବର୍ଷର ପରମ୍ପରା…
Comments are closed.