Latest Odisha News

BREAKING NEWS

ବାରିପଦାରେ ଧରାପଡ଼ିଲା ବଡ଼ ଧରଣର ସେକ୍ସ ର‌୍ୟାକେଟ୍; ୩୦ ଯୁବକ-ଯୁବତୀ ଅଟକ !

ବାରିପଦା: ବାରିପଦାରେ ଶନିବାର ଦିନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବହୁଦିନରୁ ସହର ମଧ୍ୟରେ ଚାଲି ଆସୁଥିବା ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏହି ଅଭିଯୋଗରେ ୧୫ ଯୁବକ ଓ ୧୫ ଯୁବତୀଙ୍କୁ ପୋଲିସ ଧରି ଅଟକ ରଖିଛିି ।

ଏହି ଲଜ ମଧ୍ୟରେ ୧୫ ଜଣ ଯୁବତୀ ଅନୈତିକ ଦେହ ବେବସାୟରେ ଲିପ୍ତ ରହିଥିଲେ । ପୋଲିସ ସମସ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କଠାରୁ ଅନେକ ମୋବାଇଲ୍ ଫୋନ, ନଗଦ ଟଙ୍କା ଏବଂ ବିପୁଳ ମାତ୍ରାରେ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.