ଭୁବନେଶ୍ୱର : କନସଲଟାନ୍ସି ନାଁରେ ଚାଲିଥିଲା ଖୁଲମଖୁଲା ଦେହ ବ୍ୟବସାୟ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଏକ କନସଲଟାନ୍ସି ନାଁ ରେ ଚାଲିଥିଲା ଦେହ ବ୍ୟବସାୟ। ଏପରି ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ଚଢଉ କରିଥିଲା।
୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୋଲିସ। ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।ଏନେଇ ତଦନ୍ତ ଜାରି ରଖିଛି ପୋଲିସ।ଗିରଫ ହୋଇଥିବା ଦଲାଲଙ୍କ ନାଁ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ବୋଲି ଜଣାପଡ଼ିଛି । ସହରରେ ଏବେ ଦିନକୁ ଦିନ ଦେହ ବ୍ୟବସାୟର ଆଡ୍ଡା ଜମୁଛି।
Comments are closed.