Latest Odisha News

BREAKING NEWS

ଆଇଟିଟିଏଫ ୱାର୍ଲ୍ଡ ଟୁର ହଙ୍ଗେରୀ ଓପନ: ଶରଥ-ସାଥିୟାଁ ଯୋଡିଙ୍କୁ ରୌପ୍ୟ

ବୁଡାପେଷ୍ଟ: ଭାରତୀୟ ଟେବୁଲଟେନିସ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେମାନେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ  ୫-୧୧, ୯-୧୧, ୧୧-୮, ୯-୧୧ରେ ହାରିଯାଇଥିଲେ।

ଏହା ପୂର୍ବରୁ ସେମାନେ ସେମିଫାଇନାଲରେ ହଂକଂର ହୋ କ୍ୱାନ୍ କିଟ୍ ଓ ୱଙ୍ଗ୍ ଚୁନ୍ ଟିଙ୍ଗଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।  ସ୍ୱିଡେନର ଓରେବ୍ରୋରେ ଚାଲିଥିବା ସ୍ୱିଡିଶ ଜୁନିୟର ଏବଂ କ୍ୟାଡେଟ୍ ଓପନରେ ଚେନ୍ନାଇର ମାଥାନ ରାଜନ ହଂସିନୀ  ବ୍ରୋଞ୍ଜ ପଦକ ଜିତିଛନ୍ତି।

Leave A Reply

Your email address will not be published.