Latest Odisha News

BREAKING NEWS

ସର୍ଜିଲ ଇମାମଙ୍କୁ କରୋନା

ନୂଆଦିଲ୍ଲୀ: ବିବାଦୀୟ ଯୁବ ନେତା ସର୍ଜିଲ ଇମାମ କରୋନା ଭାଇରସ କବଳରେ ପଡିଛନ୍ତି । ଉତେଜନା ସୃଷ୍ଟି କାରୀ ଭାଷଣ ଦେବା ଅଭିଯୋଗରେ ସେ ଗିରଫ ହୋଇ ଗୌହାଟୀ ଜେଲରେ ଅଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜୁଲାଇ ୧୭ରେ ତାଙ୍କୁ ନେଇ ଆସୁଥିବା ସମସ୍ତ ପୋଲିସ ଅଧିକାରୀଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସର୍ଜିଲଙ୍କ ନମୂନା ପଜିଟିଭ ଆସିଛି ।

ସେ କରୋନାମୁକ୍ତ ହେବା ପରେ ତାଙ୍କୁ ଦିଲ୍ଲୀ ଅଣାଯିବ । ଗତବର୍ଷ ଜେନୁୟୁରେ ଉତେଜନା ସୃଷ୍ଟି କରିବା ବୟାନ ଦେବା ଯୋଗୁ ପୋଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.