Latest Odisha News

BREAKING NEWS

ଅଭିନେତା ଶର୍‌ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କ ପତାଙ୍କ ଦେହାନ୍ତ ହୋଇଯାଇଛି। ଥିଏଟର ଅଭିନେତା ତଥା ନିର୍ଦ୍ଦେଶକ ଅରବିନ୍ଦ ଯୋଶୀଙ୍କର ଆଜି ୨୯ ଜାନୁଆରୀରେ ପରଲୋକ ହୋଇଛି। ରିପୋର୍ଟ ଅନୁଯାୟୀ ‘ଅରବିନ୍ଦ ମୁମ୍ବାଇ ନାନାବତୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି’। ତେବେ କେଉଁ କାରଣ ଯୋଗୁ ତାଙ୍କର ମୃତ୍ୟୁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

BjdElectrycity

ଚଳଚ୍ଚିତ୍ର ଅଭିନେତା ପରେଶ ରାୱଲ ମଧ୍ୟ ଅରବିନ୍ଦଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ଭାରତୀୟ ଥିଏଟର ପାଇଁ ଏକ ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ପେରେଶ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରି ଲେଖିଛନ୍ତି, ଭାରତୀୟ ଥିଏଟର ପାଇଁ ବଡ କ୍ଷତି। ଉଲ୍ଲେଖ ଥାଉ କି, ଯେ ଅରବିନ୍ଦ ଜଣେ ଜଣାଶୁଣା ଗୁଜୁରାଟୀ ଥିଏଟର କଳାକାର ଥିଲେ।

Leave A Reply

Your email address will not be published.