Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ସଟପୁଟରେ ତେଜିନ୍ଦର ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ସୁଟପୁଟର୍ ତେଜିନ୍ଦର ପାଲ ସିଂହ ଭାରତ ଲାଗି ସପ୍ତମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ତେଜିନ୍ଦର ପୁରୁଷ ସଟପୁଟରେ ୨୦.୦୫ ମିଟର ଫିଙ୍ଗି ୬ ବର୍ଷର ଏକ ଜାତୀୟ ରେକର୍ଡ଼ ମଧ୍ୟ ଭଙ୍ଗ କରିପାରିଛନ୍ତି ।

ଭାରତ ୭ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୧୭ଟି ବ୍ରୋଞ୍ଜ ପଦକ ସହିତ ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ।

 

Leave A Reply

Your email address will not be published.