କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ ବା ଅନ୍ୟ କୌଣସି କାରଣରୁ ଉକ୍ତ ମାଈ ହାତୀଟି ପାହାଡ଼ରୁ ଖସି ପଡିବା ଫଳରେ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ଚିକିତ୍ସା କରୁଥିବା ଜଣା ପଡିଛି । ଡିଏଫଓ କେନ୍ଦୁଝର ଅଜିତ ସତପଥି କହିଛନ୍ତି ଯେ ବୟସ ଅଧିକ କାରଣରୁ ହାତୀଟି ଅସୁସ୍ଥ ହୋଇ ପଡ଼ିଛି। ତେବେ ସଠିକ୍ କାରଣ ଚିକିତ୍ସା ପରେ ଜଣା ପଡ଼ିବ ।
BREAKING NEWS
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ
- From Il-78 to MRTT: IAFକୁ ମିଳିବ ନୂତନ ଶକ୍ତି; ୬ଟି MRTT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ
Comments are closed.