Latest Odisha News

ସୁନା ପରେ ଏବେ ରେକର୍ଡ ଭାଙ୍ଗିଲା ରୁପା ଦର, ଟପିଲା ୫୦ ହଜାର

ନୂଆଦିଲ୍ଲୀ: ଲଗାଦାର ସୁନା ଦର ବୃଦ୍ଧି ପାଉଥିବା ବେଳେ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି ।

ଅନ୍ୟପକ୍ଷରେ ରୁପା ଦର ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜିରେ ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।

ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ(କମୋଡିଟିଜ) ତପନ ପଟେଲଙ୍କ କହିବା ଅନୁଯାୟୀ ବୁଧବାର ସକାଳୁ ସୁନା ଦର ୧୨୨ ଟଙ୍କା ବଢ଼ି ୧୦ ଗ୍ରାମକୁ ୩୯,୧୪୮ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦର ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।

Comments are closed.