ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ ଦେବଦମ୍ପତିଙ୍କ ସମସ୍ତ କାର୍ଯ୍ୟ ସମାପନ କରାଯାଇଛି । ବିବାହ ଶେଷ ପରେ ସଂଧ୍ୟାରେ ମହାଦେବ ଓ ମା’ପାର୍ବତୀ ଏକାଠି ଦର୍ଶନଦେବେ । ଏହା ପରେ ପରେ ଉଭୟ ଦେବ ଦମ୍ପତି ମନ୍ଦିରକୁ ପ୍ରତ୍ୟ।ବର୍ତ୍ତନ କରିବେ . . .
BREAKING NEWS
- ସମ୍ଭଲ ହିଂସା; ‘ମୁସଲମାନ ହୋଇଥିବାରୁ ସେମାନଙ୍କୁ ମାରିଦିଆଯାଉଛି’
- ଝାଡଖଣ୍ଡର ବିଧାତା: ଓଡିଶାରେ ସାଜିଥିଲା ମୃତ୍ୟୁଦାତା
- ନାଡା ଦ୍ୱାରା ୪ ବର୍ଷ ସସପେଣ୍ଡ ହେଲେ ରେସଲର ବଜରଙ୍ଗ
- ବିଦ୍ୟୁତ୍ ତାର ବିଛାଇଲେ, ସିଧା ଘରୁ କଟାଯିବ ବିଦ୍ୟୁତ୍ ସଂଯୋଗ
- କାକଟପୁରର ମା’ ମଙ୍ଗଳା ଓ ମୟୂରଭଞ୍ଜର କୀଚକେଶ୍ବରୀ ମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
- ରାଜ୍ୟର ୫୮ଟି ସବଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା
- କାର୍ଯ୍ୟରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
- ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ!
- ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ
Comments are closed.