ପୁରୀ: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ଶ୍ରୀମନ୍ଦିର ଟଙ୍କା ରହିବ । ଏନେଇ ୬.୨୬ ସୁଧହାରରେ ଉଭୟଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଟେଣ୍ଡର ଦିଆଯାଇଛି ।
ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା ରହିବ । ୟେସ୍ ବ୍ୟାଙ୍କରୁ ୩୮୯ କୋଟି ଟଙ୍କା ଆସଥିଲା । ସେଥିମଧ୍ୟରୁ ୧୦୨ କୋଟି ଏସ୍ବିଆଇରେ ରଖାଯାଇଛି । ଆଜି ଟେଣ୍ଡର ପ୍ରକ୍ରିୟାରେ ୧୬ଟି ଜାତୀୟକରଣ ବ୍ୟାଙ୍କରୁ ୧୦ଟି ବ୍ୟାଙ୍କ ଭାଗ ନେଇଥିଲେ ।
ପୂର୍ବରୁ ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରହିଥିଲା । ବ୍ୟାଙ୍କ ଦେବାଳିଆ ହେବା ପରେ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ନେଇ ବଡ ଧରଣ ବିବାଦ ଉପୁଜିଥିଲା । ତେବେ ଗତ ସପ୍ତାହରେ ୟେସ୍ ବ୍ୟାଙ୍କ ସ୍ଥିତି ସ୍ୱାଭାବିକ ହେବା ସହ ଜଗନ୍ନାଥଙ୍କ ପ୍ରଥମ ପ୍ରର୍ଯ୍ୟାୟ ଟଙ୍କା ଫେରିଛି । ଆଉ ବଳକା ଟଙ୍କା ଆସନ୍ତା ୩୦ ତାରିଖରେ ଫେରିବା ସମ୍ଭାବନା ରହିଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.