ନୂଆଦିଲ୍ଲୀ: କେଦାରନାଥରେ ପ୍ରବଳ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ତୁଷାରପାତ ହେତୁ କେଦାରନାଗରୀ ସମ୍ପୂର୍ଣ୍ଣ ଧବଳ ବର୍ଣ୍ଣ ହୋଇଯାଇଥିଲା। ତୁଷାରପାତ ହେତୁ ଧାମରେ ଥଣ୍ଡାର ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଏଥି ସହିତ ବଦ୍ରିନାଥ ଧାମରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଥିଲା। କେବଳ କେଦାରନାଥ ଏବଂ ବଦ୍ରିନାଥ ଧାମରେ ନୁହେଁ, ଗଙ୍ଗୋତ୍ରୀ ଧାମରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଥିଲା। ଧାମର ଦ୍ୱାରଦେଶ ବନ୍ଦ ହେବା ମାତ୍ରେ ହଠାତ୍ ପାଗରେ ପରିବର୍ତ୍ତନ ଆସିଥିଲା ଏବଂ ଅଚାନକ ତୁଷାରପାତ ଆରମ୍ଭ ହୋଇଥିଲା। ଯାହା ସମଗ୍ର ଗଙ୍ଗା ଉପତ୍ୟକାକୁ ବରଫର ରଙ୍ଗ ସହିତ ଧଳା ହୋଇଯାଇଥିଲା।
BREAKING NEWS
- Prison Death:ଜେଲ୍ ଭିତରେ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର
- ନବୀନଙ୍କ ଆରୋପ ‘ଘୋଡା ବେପାର କରୁଛି ବିଜେପି’, କଡା ଉତ୍ତର ରଖିଲେ ଜୟନାରାୟଣ
- ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ: ସୋଫିଆ
- ଗତକାଲି ୨ ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିଲା ମାଆ: ଆଜି ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର
- ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
- Surcharge: ୧୩୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ଏହି ବିମାନ ଟିକେଟ୍
- ଏହି ୩ ମହାନ ଖେଳାଳିଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଂଟ ପୁରସ୍କାର
- ଆସନ୍ତା ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
- Triple Murder Accused Arrested: ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା; ଅଭିଯୁକ୍ତ ଗିରଫ
- Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ କାହାଣୀ…ପଞ୍ଚମ ଶ୍ରେଣୀ ବହିରେ ଯୋଡି ହେଲା ଅଧ୍ୟାୟ
Comments are closed.