Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେ‌ନ୍ସେସନ ପାଲଟିଛି ‘ମ୍ୟାଗି ଲଡୁ’

ନୂଆଦିଲ୍ଲୀ: ଫୁଡ୍‌ ଏନ୍‌ଥୁସିଆଷ୍ଟ୍‌ମାନେ ଅତୀତରେ ମ୍ୟାଗି ନୁଡୁଲ୍ସକୁ ନେଇ ବିଭିନ୍ନ ପରୀକ୍ଷଣ କରିଥିଲେ। ଅରେଞ୍ଜ ମ୍ୟାଗି, ମ୍ୟାଗି ୱିଥ୍‌ କଡ୍‌ ଏବଂ ସୁଇଟ୍‌ ମ୍ୟାଗି ଭଳି ନୂତନ ରେସିପି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ, କେହି ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମ୍ୟାଗି ଲଡୁ ତିଆରି କରିଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଟ୍ୱିଟର ବ୍ୟବହାରକାରୀ ସୁଗାର କପ୍ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ ଦେଇଛନ୍ତି, “ କେହି କେହି # ଫେସବୁକ୍ ରେ ମ୍ୟାଗି ଲଡୁ ପ୍ରସ୍ତୁତ କରିଥିଲେ।

ଏହି ପୋଷ୍ଟରେ କଞ୍ଚା ମ୍ୟାଗିକୁ ଏକ ସୁଗାର କୋଟ୍‌ରେ ମିଶ୍ରିତ କରାଯାଇ ତାକୁ ଗୋଲାକାର ଆକୃତି ଦିଆଯାଇଛି ଏବଂ ତା ଉପରେ ଡ୍ରାଏ ଫ୍ରୁଟ୍‌ସରେ ସଜାଯାଇଛି। ଦେଖନ୍ତୁ ଫଟୋ

Comments are closed.