Latest Odisha News

BREAKING NEWS

ସୂର୍ଯ୍ୟପରାଗ: ୨୬ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଗାମୀ ୨୬ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ମଙ୍ଗଳବାର ଦିନ ରାଜ୍ୟସରକାର ଘୋଷଣା କରିଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ସୂର୍ଯ୍ୟପରାଗ ୨୬ ତାରିଖ ସକାଳ ୮ ଟା ୨୦ ରୁ ଆରମ୍ଭ ହୋଇ ଦିନ ୧୧ ଟା ୨୯ ଯାଏଁ ରହିବ ।

Leave A Reply

Your email address will not be published.