Latest Odisha News

BREAKING NEWS

ଟିକା ନେଲେ ଅଭିନେତା ସୋନୁ ସୁଦ

ମୁମ୍ବାଇ: କରୋନା ଟିକାର ପ୍ରଥମ ଡୋଜ ନେ‌ଲେ ଅଭିନେତା ସୋନୁ ସୁଦ। ଏହାସହିତ ସୋନୁ ସୋସିଆଲ ମିଡିଆରେ ଟିକା ନେଉଥିବର ଏକ ପୋଷ୍ଟ ସେୟାର୍‌ କରିଛନ୍ତି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶା କରିଛନ୍ତି।

କୋଭିଡ୍‌ ଟିକା ଗ୍ରହଣ କରୁଥିବା ଏକ ଫଟୋ ସେୟାର କରି ସୋନୁ ସୁଦ ଟ୍ୱିଟରରେ ଲେଖିଛନ୍ତି, “ମୁଁ ଟିକା ନେଇଛି ଏବଂ ବର୍ତ୍ତମାନ ସମଗ୍ର ଦେଶକୁ ଟିକାକରଣ କରିବାର ସମୟ ଆସିଛି।

Comments are closed.