Latest Odisha News

ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ନିଯୁକ୍ତି ଦେବ ଇଏସ୍‌ଏ

ନୂଆଦିଲ୍ଲୀ: ୟୁରୋପୀୟ ସ୍ପେସ୍ ଏଜେନ୍ସି ବିଶ୍ବର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ନିଯୁକ୍ତି ଦେବା ସହ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି। ଅନେକ ଦିବ୍ୟାଙ୍ଗ ମହାକାଶଚାରୀ ଏହି ପୋଷ୍ଟ ପାଇଁ ଆବେଦନ କରିସାରିଛନ୍ତି। ଏ ନେଇ ଇଏସ୍‌ଏ ମୁଖ୍ୟ ଜୋସେଫ ଆସ୍କବାଚର୍ ସୂଚନା ପ୍ରଦାନ କହିଛନ୍ତି।

ଏଥିପାଇଁ ୨୨,୦୦୦ ଦିବ୍ୟାଙ୍ଗ ମହାକାଶଚାରୀ ଆବେଦନ କରିଛନ୍ତି।

ମହାକାଶ ସମସ୍ତଙ୍କ ପାଇଁ ସେଥିପାଇଁ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଇଏସ୍‌ଏ ମୁଖ୍ୟ।

ଇଏସ୍‌ଏ ଯାହାର ଆରିଏନ୍ ରକେଟ୍ ଏକଦା ବାଣିଜ୍ୟିକ ଉପଗ୍ରହ ଉତକ୍ଷେପଣ ପାଇଁ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିଲା।

Comments are closed.