ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପୋର୍ଟାଲ । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ନେଣଦେଣ କରୁଛନ୍ତି । ତେଣୁ ସେମାନଙ୍କ ଲାଗି ସ୍ବତନ୍ତ୍ର ଏମଆଇଏସ ପୋର୍ଟାଲ ସୃଷ୍ଟି କରିବାକୁ ସବୁ ବ୍ୟାଙ୍କକୁ ଅର୍ଥ ବିଭାଗ ପକ୍ଷରୁ ନର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ସଦସ୍ୟଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା । ଓଡ଼ିଶା ସମବାୟ ବ୍ୟାଙ୍କକୁ ଛାଡ଼ି ଅନ୍ୟ ସବୁ ବ୍ୟାଙ୍କ ସ୍ବତନ୍ତ୍ର ଏମଆଇଏସ ପୋର୍ଟାଲ କାର୍ଯ୍ୟକ୍ରମ କରିବା ଲାଗି ସରକାରଙ୍କ ସହ ସହବନ୍ଧିତା ହୋଇଛି ।
BREAKING NEWS
- ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
- ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ
- ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍କ ବର୍ଥ ବିକାଶ ପାଇଁ ଲେଟର୍ ଅଫ୍ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍
- Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!
- ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର
- ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ
- ଓଡ଼ିଶା ଉପକୂଳରେ ପ୍ରବଳ ପବନ ବହିବ, ଘଣ୍ଟା ପ୍ରତି ୬୦ କିମି…
- ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ
- Puri Temple Land in Pak: ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ

Comments are closed.