Latest Odisha News

BREAKING NEWS

ଆଜି ଆସୁଛନ୍ତି ସ୍ବତନ୍ତ୍ର ଟାସ୍କଫୋର୍ସର ୨ ଜଣିଆ ଟିମ୍, ଶିମିଳିପାଳର କରିବେ ସମୀକ୍ଷା 

ବାରିପଦା: ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜିବାକୁ ଆସୁଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ କେମିତି ଲାଗିଲା ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିବ ଏହି ଟିମ୍ । 

ଦିନ ସାଢେ ୧୨ଟା ବେଳକୁ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଆଲୋଚନା ହେବ । ଏହାପରେ ଗଣମାଧ୍ୟମକୁ ଭେଟିବ ଏହି ସ୍ବତନ୍ତ୍ର ଟିମ୍ । 

ପିଠାବଟା ରେଞ୍ଜଗେଟ୍ ଦେଇ ଶିମିଳିପାଳରେ ପ୍ରବେଶ କରିବ ଏହି ୨ ଜଣିଆ ଟିମ୍ । ଶିମିଳିପାଳର ବିଭିନ୍ନ ରେଞ୍ଜରେ ତର୍ଜମା କରାଯିବ । ଏହାପରେ ସନ୍ଧ୍ୟାରେ ଟିମ୍ ତାର ରିପୋର୍ଟ ଦେବ । 

Leave A Reply

Your email address will not be published.