Latest Odisha News

ପର୍ଣ୍ଣ ଷ୍ଟାର ହେଲେ ଓସ୍କାର ବିଜେତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ଲଣ୍ଡନ: ୧୧ ଓସ୍କାର ବିଜେତା ଫିଲ୍ମ କରିଥିବା ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ପର୍ଣ୍ଣ ଷ୍ଟାର! ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ୨୩ ବର୍ଷୀୟ ମିକାଇଲ ସ୍ପିଲବର୍ଗ ନିଜେ ଏହା ସ୍ୱୀକାର କରିଛନ୍ତି । ବାପା ଓ ମାଆ (କେଟ) ନ ପଚରାରିବାରୁ ବାଧ୍ୟ ହୋଇ ଏହି ପନ୍ଥା ଆପଣାଇ ନେଲି ବୋଲି ସେ କହିଛନ୍ତି । ଷ୍ଟିଭେନ ଓ କେଟଙ୍କ ୭ ସନ୍ତାନ ।

ଦିନ-ରାତି କାମ କଲେ ମଧ୍ୟ ମୁଁ ପାଉଥିବା ପ୍ରାପ୍ୟ ମୋତେ ସନ୍ତୁଷ୍ଟ କରିପାରୁ ନ ଥିଲା । ଏବେ ମୋ ପାଖରେ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି । ମୁଁ କେବଳ ସୋଲୋ ଏଡଲ୍ଟ ଫିଲ୍ମ କରୁଛି । ଏଥିନେଇ ବାପା ଏବଂ ମାଆ ମଧ୍ୟ ବିରୋଧ କରୁ ନାହାନ୍ତି ବୋଲି ସେ କହିଛନ୍ତି ।

Comments are closed.