Latest Odisha News

BREAKING NEWS

ଜଗତପୁରରେ ନକଲି ଘିଅ କମ୍ପାନି ଠାବ

କଟକ: ଜଗତପୁରର ଶିଳ୍ପାଞ୍ଚଳରେ ପୋଲିସ ପକ୍ଷରୁ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି।

ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ତେବେ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.