କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତମାନ ପରିସ୍ଥିତିରେ ଏସିଆ କପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ଏସିଆନ କ୍ରିକେଟ କାଉନସିଲକୁ ବିଧିବଦ୍ଧ ଭାବେ ଜଣାଇ ଦେଇଛି । ଶ୍ରୀଲଙ୍କାରେ ଆର୍ଥୀକ ଓ ରାଜନୈତିକ ସଙ୍କଟ ଚାଲିଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଏତେ ବଡ ଟୁର୍ଣ୍ଣାମେଂଟ ଆୟୋଜନ ସ୍ଥିତିରେ ଆମେ ନାହୁଁ ବୋର୍ଡ ପକ୍ଷରୁ କୁହାଯାଇଛି । ଶ୍ରୀଲଙ୍କା ବଦଳରେ କେଉଁ ଦେଶ ଏହାକୁ ଆୟୋଜନ କରିବ ତାହା ଖୁବ ଶୀଘ୍ର ଏସିସି ପକ୍ଷରୁ ଘୋଷଣା କରାଯିିବ । ଭାରତ ଓ ୟୁଏଇ ଏହି ଦୌଡରେ ଆଗରେ ରହିଛନ୍ତି । ଏସିଆ କପ କ୍ରିକେଟରେ ୬ ଦେଶ ଭାଗ ନେବେ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ନାମ ଚୂଡାନ୍ତ ଥିବା ବେଳେ ହଂକଂ, କୁଏଟ, ସିଙ୍ଗାପୁର ଓ ୟୁଏଇ ମଧ୍ୟରୁ ଗୋଟିଏ ଟିମ କ୍ୱାଲିଫାୟର ମାଧ୍ୟମରେ ସାମିଲ ହେବ । ଏଥର ଟି୨୦ ଫର୍ମାଟରେ ଏସିଆ କପ ଖେଳାଯିବ । ଦୀର୍ଘ ଦିନ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବା ସମ୍ଭାବନା ସୃଷ୍ଟି ହୋଇଛି ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.